ଭାରତ ବନ୍ଦ ପ୍ରଭାବ : ଭଦ୍ରକରେ ଅଟକିଲା ଟ୍ରେନ, ରାୟଗଡାରେ ଟାୟାର ଜାଳି ରାସ୍ତାରୋକ

ଗୁଣପୁର/ଭଦ୍ରକ/ଭୁବନେଶ୍ୱର: ଓଡ଼ିଶାରେ ଅନୁଭୂତ ହୋଇଛି ଭାରତ ବନ୍ଦର ପ୍ରଭାବ | ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ସକାଳୁ ରେଳରୋକ ଓ ରାସ୍ତାରୋକ କରାଯାଇଛି। ରାଜ୍ୟର ପ୍ରମୁଖ ସହରରେ ବନ୍ଦ ସମର୍ଥକ ରାସ୍ତା ଉପରକୁ ଓହ୍ଲାଇ ପିକେଟିଂ କରୁଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ଆନ୍ଦୋଳନକାରୀ ଗାଡ଼ିମଟର ଚଳାଚଳ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱର ଓ କଟକରେ ରେଳରୋକ କରାଯାଇଛି। … Continue reading ଭାରତ ବନ୍ଦ ପ୍ରଭାବ : ଭଦ୍ରକରେ ଅଟକିଲା ଟ୍ରେନ, ରାୟଗଡାରେ ଟାୟାର ଜାଳି ରାସ୍ତାରୋକ